ସୁନା ଦୋକାନ ରେ ପଶିଲା ପୋଲିସ

0 68

ଘଷିପୁରା ପୋଲିସ୍ ପକ୍ଷରୁ ସ୍ପେଶାଲ ଡ୍ରାଇଭ୍ ା ବିଭିନ୍ନ ଛକ ବଜାରରେ ଥିବା ସରକାରୀ ଓ ବେସରକାରୀ ଅର୍ଥ ଲଗାଣକାରୀ ସଂସ୍ଥା, ବ୍ଯାଙ୍କ ଓ ଜୁଏଲାରି ସପ୍ ଗୁଡିକରେ ପହଁଞ୍ଚି ସୁରକ୍ଷା ସମ୍ପର୍କ ରେ ଅଧିକ ସଚେତନ କରିବା ସହ ସୁରକ୍ଷା ଉପକରଣ ଜାଞ୍ଚ କରିଛି ପୋଲିସ୍ ା ନିକଟ ଅତୀତରେ ଆମ ରାଜ୍ଯରେ ଏହିଭଳି ସଂସ୍ଥା ମାନଙ୍କରେ ଡକାୟତି, ରବରି ଭଳି ଘଟିଥିବା ଘଟଣା କୁ ନେଇ କେନ୍ଦୁଝର ଏସ୍ପି ଙ୍କ ନିରିଦେଶରେ ପୋଲିସ୍ ଏଭଳି ଏକ ଆଗୁଆ ପଦକ୍ଷେପ ନେଇଥିବା କହିଛନ୍ତି ଆନନ୍ଦପୁର ଡିଏଫଓ ା ଏଥିସହ ସ୍ଥାନିୟ ଅଞ୍ଚଳରେ ଥିବା ବ୍ଯାଙ୍କ , ଅର୍ଥଲଗାଣକାରୀ ସଂସ୍ଥା ଓ ଜୁଏଲାରି ସପ୍ ଆଖପାଖରେ କୈଣସି ବ୍ଯକ୍ତି ର କାର୍ଯ୍ଯକଳାପ ସନ୍ଦେହ ହେଲେ କୁ ତୁରନ୍ତ ୧୧୨ ନଂ ରେ ଯୋଗାଯୋଗ କରି ପୋଲିସ କୁ ଖବଦେବାକୁ ଅନୁରୋଧ କରିଛନ୍ତି ା

Leave A Reply

Your email address will not be published.