ଅବକାରୀ ବିଭାଗ ଦ୍ୱାରା ସୋରଡ଼ା ଓ ବଡଗଡ଼ ଅଂଚଳରେ ଚଢ଼ାଉ ରେ ଲକ୍ଷଧିକ ଟଙ୍କାର ମହୁଲ ଓ ବିଦେଶୀ ମଦ ଜବତସହିତ 2 ଗିରଫ

0 58
ସୋରଡ଼ା  :  ଗଞ୍ଜାମ ଜିଲ୍ଲା ସୋରଡ଼ା ଅବକାରୀ ଥାନା କୁ  ମିଳିଛି  ବଡ଼ ସଫଳତା ବଡଗଡ଼ ଥାନା ଅଞ୍ଚଳ ର ଗୌଡ଼ଗୋଠ  ରେ  ଅବକାରୀ ବିଭାଗ ବିଶେଷ ସୂତ୍ରରୁ ଖବର ପାଇ ବେଆଇନ ଭାବେ ମହୁଲ ଗୋଦାମ ଉପରେ  ଗୌଡ଼ଗୋଠ  ଅଂଚଳର ବ୍ୟବସାୟୀ ଶିଶିର କାନ୍ତ ସିବୁଦ୍ଧି ଅନେକକିଛି ବର୍ଷରୁ ନିଜର ବେଆଇନ ମହୁଲ ବିକ୍ରି କରୁଥିବାରୁ ଖବର ପାଇ ଅବକାରୀ ବିଭାଗ ଉକ୍ତ ଗୋଦାମ ଉପରେ ଚଢ଼ାଉ କରିବା ସମୟରେ  ଗୋଦାମ ରୁ 48ବସ୍ତା  ମହୁଲ ଜବତ କରିବା ସହିତ ଉକ୍ତ ଅଞ୍ଚଳ ରେ ନିଜର ଚୋର ମହୁଳ କମ ଦରରେ ଆଣି ଖୁବ ଚଢା  ଦରରେ ବିକ୍ରି କରୁଥିଲେ ଉକ୍ତ ଅଞ୍ଚଳ ରେ  ବିଷାକ୍ତ ମଦ ପ୍ରସ୍ତୁତିରେ ରୋକ ଲାଗିଛି !ଅବକାରୀ ବିଭାଗ ତରଫରୁ ଉକ୍ତ ଚୋର ବ୍ୟପାରୀ ଙ୍କୁ ଅବକାରୀ ବିଭାଗ ଗିରଫ କରିଛି!ଆଜି ଅପରାହ୍ନ ରେ  ସୋରଡ଼ା ସହରରେ  ଅନେକ ଦିନ ହେଲା ଜଗନ୍ନାଥ ମନ୍ଦିର ନିକଟସ୍ତ ଏକ ହୋଟେଲ ରେ ବେଆଇନ  ବିଦେଶିମଦ ବିକ୍ରି ହେବାର ଖବର ପାଇ  ଉକ୍ତ ଅବକାରୀ ଦଳ ଉକ୍ତ ହୋଟେଲ ଉପରେ ଛଡାଉ କରିବା ବେଳେ 38 ଲିଟର  ବିଦେଶୀ ମଦ ଜବତ କରିବା ସହିତ ଉକ୍ତ  ଚୋରାମଦବ୍ୟପାରୀ  ଶିବରାମ ପଣ୍ଡା ଙ୍କୁ  ଗିରଫ କରିଥିଲେ! ଉକ୍ତ ଧାରା ପାଗଡ଼ ରେ ଅବକାରୀ ବିଭାଗ ତରଫରୁ ରୁ  ଛତ୍ରପୁର ମୋବାଇଲ ଟିମ ଅଧିକାରୀ ଇଂନ୍ସ୍ପେକଟର ଶ୍ରୀ ଅଂଶୁମାନ ଜେନା, ଙ୍କ ସମେତ ତାଙ୍କରି ଦଳ ଓ ସୋରଡ଼ା ଅବକାରୀ ଥାନା ଅଧିକାରିଣୀ ସୁଶ୍ରୀ  ଦେସ୍ମିତା ନାୟକ, ଅତିରିକ୍ତ ଉପ ନିରକ୍ଷକ ଶ୍ରୀ ସୁରେନ୍ଦେ ପଣ୍ଡା, ଟିମ ଲିଡର ଜି. ଭିମା ଚଢ଼ାଉକରି 4950  ଲିଟର ପୋଚ ଓ 500ଲିଟର  ଦେଶୀ ମଦ ନଷ୍ଟ କରିଛନ୍ତି!ଅଞ୍ଚଳ ରେ ଅବକାରୀ ବିଭାଗ ଲଗତାର ବାରମ୍ବାର ଚଢ଼ାଉ କୁ ଦେଖି  ଚୋରା ମଦ ମାଫିଆ ଙ୍କ ମନରେ ଛନକା ପଶିଛି! ମହମ୍ମଦ ଇମଦାଦ ଶରିଫ

 

 

 

Leave A Reply

Your email address will not be published.