ଜନାର୍ଦ୍ଦନପୁର ଓ ଉତ୍ତର କୂଳ ରେ କଟକ ସଦର ବିଧାୟକ ବାଣ୍ଟିଲେ ଆୟୁଷ୍ମାନକାର୍ଡ ସାଲେପୁର କଟକ ସଦର ନିର୍ବାଚନ ମଣ୍ଡଳୀ ରେ ଆୟୁସ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା , ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ନୂତନ ଏକକ କାର୍ଡ ବିତରଣ ଓ ଆୟୁସ୍ମାନ ବୟୋବନ୍ଦନା ଯୋଜନାର ଶୁଭାରମ୍ଭ ଉତ୍ସବ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକର ଜନାର୍ଦ୍ଦନପୁର ଶନିଶ୍ଚରମନ୍ଦିର ପ୍ରାଙ୍ଗଣ ଓ ଉତ୍ତରକୂଳ ହାଇସ୍କୁଲ ପ୍ରାଙ୍ଗଣରେ ଅନୁଷ୍ଠ