ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିଲେ କେନ୍ଦୁଝର ପଳସପଙ୍ଗା ର ରାଜ୍ କିଶୋର ମହନ୍ତ

0 139

ଭୁବନେଶ୍ୱର :ବିଶିଷ୍ଟ କଏନ ଓ ନୋଟ ସଂଗ୍ରହକାରୀ
କେନ୍ଦୁଝର ପଳସପଙ୍ଗା ର ରାଜ୍ କିଶୋର ମହନ୍ତ ଲୋକ ସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ତାଙ୍କର ବିଭିନ୍ନ ସଂଗ୍ରହ ଓ ରେକର୍ଡ ଦେଖାଉଛନ୍ତି। ଶ୍ରୀ ମହନ୍ତ ୪ ଟି ଲିମକା ବୁକ୍ ଅଫ ରେକର୍ଡସ୍, ଏସିଆ ବୁକ୍ ଅଫ୍ ରେକର୍ଡସ୍ ଓ ଗୋଲ୍ଡେନ ବୁକ୍ ଅଫ ୱାର୍ଲ୍ଡ ରେକର୍ଡସ୍ ହାସଲ କରିଛନ୍ତି
୨୭ ଡିସେମ୍ବର ୨୦୨୪

Leave A Reply

Your email address will not be published.