Daily Archives

May 13, 2020

୧୭୦ କି.ମି. ଚାଲିବା ପରେ ରାସ୍ତାରେ ପ୍ରସବ କଲେ ମହିଳା

ସତନା : କରୋନା ଭାଇରସ୍ ଏବଂ ଲକ୍ ଡାଉନ୍ ଭୟ ମଧ୍ୟରେ ଦେଶରୁ ପ୍ରବାସୀ ଶ୍ରମିକଙ୍କ ସ୍ଥାନାନ୍ତରଣ ଜାରି ରହିଛି । ଏହି ଶ୍ରମିକମାନେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ôଚବା
Read More...

ଆଗାମୀ ୬ ମାସ ମଧ୍ୟରେ ଭାରତରେ ୩ଲକ୍ଷ ଶିଶୁ ମୃତ୍ୟୁମୁଖରେ ପଡ଼ିବେ : ୟୁନିସେଫ

ନୂଆଦିଲ୍ଲୀ : କରୋନା ଭାଇରସ୍ ସଂକ୍ରମଣ କାରଣରୁ ବିଶ୍ୱର ପ୍ରାୟତଃ ସବୁ ଦେଶର ସ୍ୱାସ୍ଥ୍ୟବସ୍ଥା ଉପରେ ପ୍ରଭାବ ପକାଇଛି । ବର୍ତ୍ତମାନ ସମୟରେ କୋଭିଡ୍‌-୧୯ ଚିକିତ୍ସା
Read More...

ଲକ୍‌ଡାଉନ୍‌ରେ ଘରେ ବାସନ ସଫା କରିଥାନ୍ତି ସାହିଦ୍‌

ଗତକାଲି ସାହିଦ କପୁର ନିଜ ପ୍ରଶଂସକଙ୍କ ସହ ‘ଇଗ୍ଦଳ ଇଦ୍ଭଚ୍ଚଗ୍ଧଷସଦ୍ଭଶ ଝରଗ୍ଦଗ୍ଦସକ୍ଟଦ୍ଭ’ ରଖିଥିଲେ । ଏହି ସେସନ୍ସରେ ସାହିଦ ପ୍ରତ୍ୟେକ ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତର
Read More...

ଜୈସ୍‌-ଏ-ମହମ୍ମଦର ୪ ଆତଙ୍କୀ ଗିରଫ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

ଶ୍ରୀନଗର : ଜାମ୍ମୁ-କାଶ୍ମୀରରେ ସ୍ଥାନୀୟ ପୋଲିସ ଓ ସେନା ବାହିନୀ ୪ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି । ଗିରଫ ସମସ୍ତ ଆତଙ୍କବାଦୀ ଜୈସ-ଏ-ମହମ୍ମଦର ବୋଲି ଜଣାପଡିଛି ।
Read More...

ବଲିଉଡ୍‌ରେ ଏଣ୍ଟ୍ରି ପାଇଁ ସନ୍ନିଙ୍କୁ ସହାୟତା କରିଥିଲେ ମହେଶ ଭଟ୍ଟ

ପର୍ଣ୍ଣ ଇଣ୍ଡଷ୍ଟ୍ରିରୁ ଆସି ହିନ୍ଦୀ ସିନେମାରେ ଜଣେ ଚର୍ଚ୍ଚିତ ଚେହେରା ହେବାପାଇଁ ଅଭିନେତ୍ରୀ ସନ୍ନି ଲିଓନଙ୍କ ପାଇଁ କିଛି କମ୍ ଚାଲେଞ୍ଜପୂର୍ଣ୍ଣ ନଥିଲା । ଅତୀତକୁ
Read More...