ଲକ୍‌ଡାଉନ୍‌ରେ ଘରେ ବାସନ ସଫା କରିଥାନ୍ତି ସାହିଦ୍‌

0 55

ଗତକାଲି ସାହିଦ କପୁର ନିଜ ପ୍ରଶଂସକଙ୍କ ସହ ‘ଇଗ୍ଦଳ ଇଦ୍ଭଚ୍ଚଗ୍ଧଷସଦ୍ଭଶ ଝରଗ୍ଦଗ୍ଦସକ୍ଟଦ୍ଭ’ ରଖିଥିଲେ । ଏହି ସେସନ୍ସରେ ସାହିଦ ପ୍ରତ୍ୟେକ ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ । ଏହି ସେସନ୍ସରେ ଜଣେ ପ୍ରଶଂସକ ତାଙ୍କୁ ପଚାରିଥିଲେ କି ଲକ୍‌ଡାଉନସ ସମୟରେ ଘରୋଇ କାମ ବିଷୟରେ କିଛି ପ୍ରଶ୍ନ ପଚାରିଥିଲେ । ଏହାର ଉତ୍ତର ଦେଇ ସାହିଦ କହିଥିଲେ କି ମୋର ଡିପାର୍ଟମେଣ୍ଟ ହେଉଛି ବାସନକୁସନ ସଫା କରିବା । ଏହାବାଦ୍ ସାହିଦ୍ ତାଙ୍କର ଫେଭରିଟ୍ ମିଠା ବିଷୟରେ ବି କହିଥିଲେ । ତାଙ୍କୁ ଭାସିଲା ଆଇସ୍‌କ୍ରିମ୍ ଓ ଗୁଲାବ ଜାମୁନ୍ ଖାଇବାକୁ ଭଲ ଲାଗେ ବୋଲି କହିଥିଲେ । ସେହିପରି ସାହିଦ୍ ନିଜର ଅପ୍‌କମିଂ ଫିଲ୍ମ ‘ଜର୍ସି’କୁ ବିଷୟରେ କହିଥିଲେ । ସାହିଦ୍ କହିଥିଲେ କି ଏକ ଭଲ ଫିଲ୍ମ ପ୍ରସ୍ତୁତ କରିବା ପାଇଁ ଆମେ ସମସ୍ତେ ଚେଷ୍ଟିତ । ସେହିପରି ତାଙ୍କ ପିତା ପଙ୍କଜ କପୁରଙ୍କ ସହ ଫ୍ରେମ୍ ସେୟାର କରିବା ପ୍ରଶ୍ନର ଉତ୍ତରରେ ସାହିଦ୍ କହିଥିଲେ କି ଆଜି ବି ତାଙ୍କ ସହ ଫ୍ରେମ୍ ସେୟାର କରିବା ସମୟରେ ନିଜକୁ ନର୍ଭସ୍ ଅନୁଭବ ହୋଇଥାଏ ।

Leave A Reply

Your email address will not be published.