ପ୍ରବାସୀ ଓଡ଼ିଆଙ୍କୁ ନେଇ ରାୟଗଡାରେ ପହଞ୍ଚିଛି ସ୍ୱତନ୍ତ୍ର ସୁଭଯାତ୍ରା ଟ୍ରେନ

0 68

ରାୟଗଡା- ଆଜି ଆନ୍ଧ୍ରପ୍ରଦେଶ ରାଜ୍ୟର କୋଇମ୍ବତୁର ପ୍ରାୟ ୧୧୪୮ ଜଣ ପ୍ରବାସୀ ଓଡ଼ିଆ ଙ୍କୁ ନେଇ ରାୟଗଡା ରେ ପହଞ୍ଚିଛି ସ୍ୱତନ୍ତ୍ର ସୁଭଯାତ୍ରା ଟ୍ରେନ ।ଏହି ଟ୍ରେନରେ ରାୟଗଡା-୭୯ ଜଣ,କନ୍ଧମାଳ-୧୫,ଗଜପତି-୮୫,କୋରାପୁଟ-୧୨,ନବରଙ୍ଗପୁର-୧୭ ଏବଂ ମାଲକାନଗିରିର-୦୧ ଙ୍କୁ ନେଇ ରାୟଗଡା ଷ୍ଟେସନ୍ ଓ ଏହାର ନିକଟସ୍ଥ ଜିଲ୍ଲାର ୨୦୯ ଜଣ ପ୍ରବାସୀ ଓଡ଼ିଆ ଆସି ରାୟଗଡା ଷ୍ଟେସନରେ ଓହ୍ଲାଇଛନ୍ତି । ଏହାପରେ ସେମାନଙ୍କର ରେଜିଷ୍ଟ୍ରେସନ କରାଯିବା ପରେ ଷ୍ଟାମ୍ପିଙ୍ଗ କରାଯାଇ ଟେଷ୍ଟିଙ୍ଗ କରାଯାଇଥିଲା । ରାୟଗଡାରେ ଜିଲ୍ଲାର ୭୯ ଜଣଙ୍କ ମଧ୍ୟରେ ରାୟଗଡା ବ୍ଲକର-୦୯ ଜଣ, ଗୁଣୁପୁର-୪୮,ରାମନାଗୁଡା-୧୨,କାଶୀପୁର-୦୯,ମୁନିଗୁଡା-୦୪,ବିଷମକଟକ-୦୧,ପଦ୍ମପୁର-୦୧ ଓ କେ. ସିଙ୍ଗପୁର-୦୨ ଜଣ ଅଛନ୍ତି । ସଂକ୍ରମଣର ଆଶଙ୍କା କରି ଜିଲ୍ଲା ପ୍ରଶାସନ ପକ୍ଷରୁ ରାୟଗଡା ସହର ରେ ୧୪୪ ଧାରା ଜାରି କରାଯାଇଛି।ଏହି ଟ୍ରେନ ରେ ପ୍ରବାସୀ ଓଡ଼ିଆ ଆସିଛନ୍ତି । ପ୍ରବାସୀ ଓଡ଼ିଆ ନିଜ ନିଜ ଜିଲ୍ଲାରେ ସୁରକ୍ଷିତ ଭାବରେ ପହଞ୍ଚାଇବା ପାଇଁ ରାୟଗଡା ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଗାଡିର ବ୍ୟବସ୍ଥା କରାଯାଇ ପ୍ରବାସୀ ମାନଙ୍କୁ ଛାଡିଆଯାଇଛି । ଜିଲ୍ଲାପାଳ ପ୍ରମୋଦ କୁମର ବେହେରା ଓ ଏସପି ଶ୍ରବଣ ବିବେକ ରେଳ ଷ୍ଟେସନ ରେ ପ୍ରବାସୀ ଓଡ଼ିଆ ଙ୍କୁ ସ୍ୱାଗତ କରିଛନ୍ତି। ଏସବୁକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।
ରେଳ ଯୋଗେ ତାମିଲନାଡୁ ର କୋଇମ୍ବାଟୁରରୁ ପ୍ରଭାସୀ ଓଡ଼ିଆ ଶ୍ରମିକ ମାନଙ୍କୁ ନେଇ ଆଜି ସକାଳ ୭ ଟା ବେଳେ ରାୟଗଡ଼। ପହଁଚିଛି ଏହି ହି ରେଳ ରେ ମୋଟ ୨୦୯ ଜଣ ପ୍ରଭାସୀ ଓଡ଼ିଆ ଶ୍ରମିକ ଯଥା -କନ୍ଧମାଳ,ଗଜପତି ରାୟଗଡ,ମାଲକାନଗିରି ନବରଙ୍ଗପୁର କରାପୁଟ ପ୍ରବାସୀ ଓଡିଆମାନେ ଆସିଛନ୍ତି । ସଂ ପୃକ୍ତ ଜିଲ୍ଲାର ଅଧିକାରୀ ମାନେ ନିଜ ନିଜ ଜିଲ୍ଲାର ଶ୍ରମିକ ମାନଙ୍କୁ ନେବା ପାଇଁ ଆସିଥିଲେ ।

Leave A Reply

Your email address will not be published.