କ୍ୱାରେଣ୍ଟାଇନ ସେଣ୍ଟରରେ ନାବାଳିକାଙ୍କୁ ବଳାକ୍ରାର ଉଦ୍ୟମ

0 82

ପୁରୀ: ପୁରୀ ଜିଲାରେ କରୋନା ସଂକ୍ରମିତ ସଂଖ୍ୟା ଦିନକୁ ଦିନ ବଢ଼ି ·ଲିଥିବାବେଳେ କ୍ୱାରେଣ୍ଟାଇନ ସେଣ୍ଟରରେ ଏକ ଲଜ୍ଜାଜନକ ଘଟଣା ଘଟିଛି । ବ୍ରହ୍ମଗିରି ବ୍ଲକର ଏକ କ୍ୱାରେଣ୍ଟାଇନ ସେଣ୍ଟରରେ ଜଣେ ନାବାଳିକାଙ୍କୁ ବଳାକ୍ରାର ଉଦ୍ୟମ କରାଯାଇଛି । ସୋମବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛିୟ ଖବର ପାଇ ବ୍ରହ୍ମଗିରି ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଆହତ ନାବାଳିକାଙ୍କୁ ପୁଲିସ ଉଦ୍ଧାର କରି ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଛି । ବ୍ରହ୍ମଗିରି ବିଡିଓ ମଧ୍ୟ କ୍ୱାରେଣ୍ଟାଇନ ସେଣ୍ଟରରେ ପହଞ୍ଚି ତଦନ୍ତ ଚଳାଇଛନ୍ତି । ଏହି ଘଟଣାକୁ ସ୍ଥାନୀୟ ଅଞ୍ଚଳରେ ନିନ୍ଦା କରାଯାଇଛି ।

Leave A Reply

Your email address will not be published.