ପ୍ରଶଂସକଙ୍କୁ ଇଦ୍ ମୁବାରକ ଜଣାଇଲେ ଦୀପିକା-ସୋଏବ

0 74

ଟେଲିଭିଜନ ଦୁନିଆର ଚର୍ଚ୍ଚିତ ଷ୍ଟାର ଦୀପିକା କକ୍କଡ ଓ ସୋଏବ ଇବ୍ରାହିମ୍ ସୋମବାର ଇଦ୍ ପର୍ବ ପାଳନ କରିଛନ୍ତି । ଦୁଇଜଣ ଇଦ୍କୁ ଖୁବ୍ ଧୂମ୍ଧାମ୍ରେ ପାଳନ କରିଛନ୍ତି । ଅଭିନେତ୍ରୀ ଦୀପିକା କକ୍କଡ ଏବେ ସୋସିଆଲ୍ ମିଡିଆରେ ନିଜର ଓ ତାଙ୍କ ସ୍ୱାମୀଙ୍କର ଫଟୋ ସେୟାର କରିଛନ୍ତି । ଫଟୋରେ ଦୁଇଜଣଯାକ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି । ଦୀପିକା ବ୍ଲାକ୍ ସୁଟ୍ ଓ ସୋଏବ ବ୍ଲାକ କୁର୍ତ୍ତା-ପାଇଜାମାରେ ଖୁବ୍ ଆକର୍ଷଣୀୟ ଦେଖାଯାଉଛନ୍ତି । ଫଟୋ ସେୟାର କରି ପ୍ରଶଂସକଙ୍କୁ ଇଦ୍ ମୁବାରକ ଜଣାଇଛନ୍ତି । ସୂଚନାଥାଉକି ୨୦୧୮ ମସିହାରେ ଏ ଦୁଇଜଣ ଯାକ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ।

Leave A Reply

Your email address will not be published.