କଙ୍ଗନା ସେୟାର କଲେ ତାଙ୍କ ଅଫିସ୍ର ଇନ୍ସାଇଡ୍ ଡିଜାଇନ୍ ଫଟୋ

0 69

ଲକ୍ଡାଉନ୍ ଯୋଗୁଁ ପ୍ରାୟତଃ ଏବେ ବହୁ କାର୍ଯ୍ୟାଳୟ ବନ୍ଦ ରହିଛି । ଏଭଳି ସମୟରେ କଙ୍ଗନାଙ୍କ ଅଫିସ୍ର ସୁନ୍ଦର ଇନ୍ସାଇଡ୍ ଫଟୋ ସାମ୍ନାକୁ ଆସିଛି । ତାଙ୍କ ଅଫିସ୍ର ଶାନ୍ଦାର ଡିଜାଇନ୍କୁ ଦେଖିବା ପରେ ଆପଣ ବି ପ୍ରଶଂସା ନକରି ରହିପାରିବେନି । କଙ୍ଗନାଙ୍କ ଏହି ଅଫିସ୍ଟି ମୁମ୍ବାଇର ବାନ୍ଦ୍ରାସ୍ଥିତ ପାଲିହିଲ୍ରେ ରହିଛି । କିଛିଦିନ ପୂର୍ବରୁ ଏକ ଭିଡିଓ ସେୟାର କରି କଙ୍ଗନା କହିଥିଲେ କି ଅଫିସ୍କୁ ସେ ୟୁରୋପିୟାନ୍ ଷ୍ଟାଇଲ୍ରେ ରିଡିଜାଇନ୍ କରିଥିଲେ । ଏହାକୁ ଶତ ପ୍ରତିଶତ ପ୍ଲାଷ୍ଟିକ୍ରେ ତିଆରି କରାଯିବ ବୋଲି ସେ କହିଥିଲେ । ତେବେ ଅଫିସ୍ର ଏହି ଫଟୋଟି ଖୁବ୍ ଟ୍ରାଡିସନାଲ୍ ଓ ଏନ୍ଟିକ୍ ଟଚ୍ ଦିଆଯାଇଥିବା ଜଣାଯାଉଛି ।

Leave A Reply

Your email address will not be published.