ବୃକ୍ଷ ହିଁ ଜୀବନ…

0 68

ବିଶ୍ୱ ପରିବେଶ ଦିବସରେ ଦୈନିକ ଖବରକାଗଜ ‘ଡୁମାଣୀ ଖବର’ ପରିବାର ତରଫରୁ ‘ପ୍ରକୃତିର ସୁରକ୍ଷା’ ପାଇଁ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି । ପ୍ରକୃତି ମା’ର ସୁରକ୍ଷା ସମସ୍ତ ମାନବଜାତି ପାଇଁ ଆଜି ଏକ ଆହ୍ୱାନ ପାଲଟିଛି । ସମସ୍ତ ସଚେତନ ନାଗରିକମାନେ ପ୍ରକୃତିର ସୁରକ୍ଷା ପାଇଁ ବୃକ୍ଷରୋପଣ କରିବା ନିହାତି ଜରୁରୀ ବୋଲି ଏହି କାର୍ଯ୍ୟକ୍ରମରେ ‘ଡୁମାଣୀ ଖବର’ର ସଂପାଦକ ଅକ୍ଷୟ କୁମାର ପଟ୍ଟନାୟକ କହିଛନ୍ତି । ଏଥିପାଇଁ ସେ ଯୁବପିଢ଼ିଙ୍କୁ ‘ବୃକ୍ଷ ହିଁ ଜୀବନ’ କଥାଟିର ଯଥାର୍ଥତା ସମ୍ପର୍କରେ ଅବଗତ କରିବା ସହ ବୃକ୍ଷରୋପଣ ପାଇଁ ସମସ୍ତେ ସଂକଳ୍ପ ନେବା ଉଚିତ୍ ବୋଲି ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.