ୱାଇଲ୍ଡଲାଇଫ୍ ପାର୍କର ଫଟୋ ସେୟାର କଲେ ସନ୍ନି

0 79

ଲକ୍ଡାଉନ୍ରେ ସନ୍ନି ଲିଓନ ନିଜ ପିଲାମାନଙ୍କ ସହ ସମୟ ଅତିବାହିତ କରୁଛନ୍ତି । ବର୍ତ୍ତମାନ ସେ ଭାରତରୁ ଆମେରିକା ଯାଇ ସେଠାରେ ଟାଇମ୍ ସ୍ପେଣ୍ଡ କରୁଛନ୍ତି । ଏହି ଅବସାରରେ ପିଲାମାନଙ୍କୁ ଧରି ୱାଇଲ୍ଡ ଲାଇଫ୍ ପାର୍କକୁ ଯାଇଥିଲେ । ଏହାର ଫଟୋ ଓ ଭିଡିଓକୁ ସେ ସେୟାର କରିଥିଲେ । ଭିଡିଓରେ ଏକ ଜିରାଫ୍କୁ ସନ୍ନି ଖାଦ୍ୟ ଖୁଆଉଥିବାର ଆପଣ ଦେଖିବାକୁ ପାଇବେ । ଏହାକୁ ନେଇ ସନ୍ନି ଲେଖିଛନ୍ତି କି ୱାଇଲ୍ଡ ଲାଇଫ୍ ପାର୍କରେ ବୁଲିବା ମୋତେ ଓ ମୋ ପିଲାମାନଙ୍କୁ ଖୁବ୍ ଆନନ୍ଦ ଦେଇଛି । ସୂଚନାଥାଉକି ଶେଷଥର ପାଇଁ ସନ୍ନିଙ୍କୁ ‘ଅର୍ଜୁନ୍ ପଟିଆଲା’ ଫିଲ୍ମରେ ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.