ବେଲୁଚି ବିଦ୍ରୋହୀଙ୍କ ଆକ୍ରୋଶର ଶିକାର ପାକ୍ର କ୍ରୁର ସେନା

0 68

କରାଚି : ବେଲୁଚିସ୍ତାରେ ପାକିସ୍ତାନ ଫୌଜ୍ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବିକ୍ଷୋଭକାରୀଙ୍କ ରଣହୁଙ୍କାର ଦେଖି ସ୍ଥାନ ଛାଡ଼ି ପାଳୟନ କରିଥିବା ଜଣାଯାଇଛି । ପାକିସ୍ତାନର ବେଲୁଚିସ୍ତାନ ପ୍ରାନ୍ତରରେ ବେଲୁଚି ବିଦ୍ରୋହୀଙ୍କ ଉପରେ ପାକିସ୍ତାନ ସେନାର କ୍ରୁର ଅଭିଯାନକୁ ଏହା ଶକ୍ତ ଝଟ୍କା ବୋଲି କୁହାଯାଉଛି । ବେଲୁଚିସ୍ତାନର ବାବ୍ରଚାହ ଇଲାକାରେ ପାକିସ୍ତାନ ସେନା ଉପରକୁ ବେଲୁଚି ବିଦ୍ରୋହୀମାନେ ଜବରଦସ୍ତ ପଥରମାଡ଼ କରିଥିଲେ । ବିଦ୍ରୋହୀଙ୍କ ଆକ୍ରୋଶର ଶିକାର ହୋଇ ପାକ୍ ଯବାନ ନିଜ ପୋଷ୍ଟ ଛାଡ଼ି ଦୌଡ଼ିବାର ଭିଡିଓ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେଉଛି ।

Leave A Reply

Your email address will not be published.