ନନ୍ଦନକାନନ ନିକଟରେ ବୁଲୁଛି ବାଘ

0 84

ବାରଙ୍ଗ , ଡୁମାଣୀଖବର ୧୫/୬: ନନ୍ଦନକାନନ ନିକଟରେ ଗୋଟିଏ ବାଘ ବୁଲୁଛି। ନନ୍ଦନକାନନ ୧ ନଂ ଗେଟ୍‌ ନିକଟରେ ବାଘ ବୁଲୁଥିବାର ସୂଚନା ମିଳିଛି।

ଆଜି ସକାଳୁ କିଛି କର୍ମଚାରୀ ବାଘଟି ବୁଲୁଥିବାର ଦେଖିଥିଲେ। ତେବେ ବାଘଟି କେଉଁଠୁ ଆସିଛି ତାହା ସ୍ପଷ୍ଟ ହୋଇନାହିଁ।ଏନେଇ ନନ୍ଦନକାନନ କର୍ତ୍ତୃପକ୍ଷ ଯାଞ୍ଚ ଆରମ୍ଭ କରିଛନ୍ତି।

Leave A Reply

Your email address will not be published.