ନାବାଳକକୁ ଝାମ୍ପିନେଲା କୁମ୍ଭୀର

0 89

ମାଲକାନଗିରି , ଡୁମାଣୀଖବର : ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଟେମ୍ପ୍ରରାରୀ କଲୋନୀ (ଜଲା ସାହି)ରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଯାଇଛି । ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଜଣେ ନାବାଳକଙ୍କୁ ଏକ କୁମ୍ଭୀର ନଦୀ ଭିତରକୁ ଟାଣି ନେଇଥିଲା । ମୃତ ନାବାଳକ ଜଣଙ୍କ ହେଲେ ଅର୍ଜୁନ ମାଝୀଙ୍କ ପୁଅ କପିଳାସ ମାଝୀ (୧୦) । ମୃତଦେହ ମିଳିବାପରେ ଗାଁରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.