ଚଳଚ୍ଚିତ୍ର ନିର୍ମାତା ହରିଶ ଶାହଙ୍କ ପରଲୋକ

0 69

ମୁମ୍ୱାଇ : ଫିଲ୍ମ ନିର୍ମାତା ଏବଂ ନିର୍ଦ୍ଦେଶକ ହରିଶ ଶାହଙ୍କ ପରଲୋକ ଘଟିଛି । ଆଜି ସକାଳ ୬ଟାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ହରିଶ ଶାହ ବଲିଉଡର ଜଣେ ମାନ୍ୟଗଣ୍ୟ ଫିଲ୍ମ ନିର୍ମାତା ଥିଲେ । ବଲିଉଡ ଦର୍ଶକଙ୍କ ପାଇଁ ସେ ଅନେକ ହିଟ ଚଳଚ୍ଚିତ୍ର ଭେଟି ଦେଇଛନ୍ତି । କାଲା ସେନା, ମେରେ ଜୀବନ ସାଥୀ, ରାମ ତେରେ କିତନେ ନାମ, ଧନ ଦୌଲତ, ଜଲଜଲା, ଜାଲ-ଦ ଟ୍ରାପ ଭଳି ବହୁ ସଫଳ ଫିଲ୍ମ ର୍ନିମାଣ କରିଥିଲେ ହରିଶ ଶାହ ।

Leave A Reply

Your email address will not be published.