ହସ୍ପିଟାଲ୍‌ରେ ଆଖି ବୁଜିଲେ ସିପାହୀ

0 72

ଭୁବନେଶ୍ୱର: କରୋନାରେ ଭୁବନେଶ୍ୱର ସପ୍ତମ ବାଟାଲିୟନର ଜଣେ ସିପାହୀଙ୍କ ମୃତ୍ୟୁ ହୋଇଛି। ସିପାହୀ ଜଣକ ଶନିବାର ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।  ସେହିଦିନ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା।

ମୃତ୍ୟୁ ପରେ ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା କମିଶନରେଟ ପୋଲିସ୍‌ ସୂତ୍ରରୁ ସୂଚନା ମିଳିଛି।

Leave A Reply

Your email address will not be published.