ସେପ୍ଟେମ୍ବର ୯ରୁ ଓଜେଇଇ

0 72

ସରିବ ୧୫ରେ

sharethis sharing button

ଭୁବନେଶ୍ବର :  ସେପ୍ଟେମ୍ବର ୯ ତାରିଖରୁ ଆରମ୍ଭ ହେବ ଓଜେଇଇ । ୧୫ ଯାଏଁ ଏହା ଅନୁଷ୍ଠିତ ହେବ। ପରୀକ୍ଷା ପାଇଁ ୧୬ ଜିଲ୍ଲାର ସରକାରୀ ପଲିଟେକନିକ୍ ଓ ଆଇଟିଆଇ କଲେଜ ଅଧ୍ୟକ୍ଷଙ୍କୁ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ ତରଫରୁ ଚିଠି ଲେଖାଯାଇଛି ।

ଚଳିତ ବର୍ଷ ପ୍ରଥମଥର ପାଇଁ କମ୍ପ୍ୟୁଟର ମାଧ୍ୟମରେ ଓଜେଇଇ ପରୀକ୍ଷା ହେବ । ଓଜେଇଇ ଓ ଟିସିଏସର ଅଧିକାରୀ କଲେଜ ପରିଦର୍ଶନ କରି ପରୀକ୍ଷାକେନ୍ଦ୍ର ଚୟନ କରିବେ । ଅଧ୍ୟକ୍ଷମାନଙ୍କୁ ଏଥିରେ ସହଯୋଗ କରିବାକୁ ଚିଠିରେ କୁହାଯାଇଛି ।

Leave A Reply

Your email address will not be published.