ହୀରକୁଦ ଜଳ ଭଣ୍ଡାରରୁ ୧୦ କ୍ୟୁଣ୍ଟାଲ ଓଜନର ମାଛ ଉଦ୍ଧାର

0 80

ସମ୍ବଲପୁର : ହୀରକୁଦ ଜଳ ଭଣ୍ଡାରରୁ ୧୦ କ୍ୟୁଣ୍ଟାଲ ଓଜନର ମାଛ ଉଦ୍ଧାର ହୋଇଥିବା ଜଣାପଡିଛି । ଏହି ମାଛଟିକୁ ଦେଖି ଜଳଭଣ୍ଡାରର ମତ୍ସଜୀବୀମାନେ ଆଶ୍ଚର୍ଯ୍ୟ ହୋଇ ମସ୍ୟ ବିଭାଗକୁ ଖବର ଦେଇଥିଲେ । ଖବର ପାଇଁ ମତ୍ସ ବିଭାଗର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ôଚ ମାଛ ଟିର ଓଜନ ଏବଂ ମାଛଟି କେଉଁ ପ୍ରଜାତିର ତାହା ଯାଞ୍ଚ କରୁଛି ।

Leave A Reply

Your email address will not be published.