ଜିପ୍ପୋର କ୍ଲାସିକ୍ ଲାଇଟ ଲଞ୍ଚ

0 67

ମଣିଷ ଜୀବନରେ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନ୍ୟକୁ ଭଲ ପାଇବା ଏବଂ ପ୍ରେମ କରିବା । ଏପରିସ୍ଥଳେ ବନ୍ଧୁତାକୁ ଅଧିକ ସୁଦୃଢ଼ କରିବା ପାଇଁ ୧୯ ଅଗଷ୍ଟରେ ବିଶ୍ୱ ଫଟୋଗ୍ରାଫି ଦିବସ ଅବସରରେ ଆପଣଙ୍କ ବନ୍ଧୁଙ୍କୁ ପରଫେକ୍ଟ୍ ଫଟୋ ପାଇଁ ଜିପ୍ପୋର କ୍ଲାସିକ୍ ଲାଇଟର ଉପହାର ଦିଅ”ୁ । ଏହା ତାଙ୍କ ପାଇଁ ସ୍ମୃତି ବହୁଳ ହୋଇ ରହିବ । ଫଟୋଗ୍ରାଫ୍ ଏକ ଅସର”ି କାର୍ଯ୍ୟ । ଏହାର ଅ” ନାହିଁ । ଆପଣଙ୍କ ବନ୍ଧୁଙ୍କୁ ଆନନ୍ଦିତ କରିବା ପାଇଁ ଜିପ୍ପୋ କମ୍ପାନୀର ଅନନ୍ୟ ଦୀର୍ଘସ୍ଥାୟୀ ୱିଣ୍ଡ୍ ପ୍ରୁଫ୍ ଲାଇଟର ଏକ ଜୀବନବ୍ୟାପୀ ଦୀର୍ଘସ୍ଥାୟୀ ବସ୍ତୁ ଭାବେ ଉପହାରରେ ଦିଅ”ୁ । ଏହା ଆପଣଙ୍କ ବନ୍ଧୁଙ୍କ ପାଇଁ ଉପଯୁକ୍ତ ଷ୍ଟାଇଲିସ୍ ଉପହାର ସାବ୍ୟସ୍ତ ହେବା ସହିତ ତାଙ୍କ ବ୍ୟକ୍ତିତ୍ୱକୁ ବିକାଶ କରିବାରେ ସହାୟତା କରିବ । ଏହା ଆପଣଙ୍କ ବନ୍ଧୁଙ୍କ ଇନଷ୍ଟାଗ୍ରାମ୍ ପେଜ୍କୁ ରୁଦ୍ଧିମ” କରାଇବା ସହିତ ଜୀବନବ୍ୟାପି ଆପଣଙ୍କ ବନ୍ଧୁଙ୍କ ସ୍ମୃତିକୁ ରୁଦ୍ଦିମ” କରାଇବାକୁ ସକ୍ଷମ ହେବ । ଜିପ୍ପୋ ଲାଇଟର ଗୁଣବର୍ତା ଏବଂ ଉନ୍ନତ କାରିଗରୀ କୌଶଳର ଏକ ପ୍ରତୀକ । ଜିପ୍ପୋର ସମସ୍ତ ଲାଇଟର ଲାଇଫ୍୍ ଟାଇମ୍ ୱାରେଂଟି ସହିତ ଉପଲବ୍ଧ ହୋଇଥାଏ । ଏହା ଦୀର୍ଘସ୍ଥାୟୀ ଓ ଷ୍ଟାଇଲିସ୍ । ତେଣୁ ଏହା ଆପଣଙ୍କ ବନ୍ଧୁଙ୍କ ପାଇଁ ଏକ ଶ୍ରେଷ୍ଠ ଅନନ୍ୟ ଉପହାର ସାବ୍ୟସ୍ତ ହେବ । ଆପଣଙ୍କ ବନ୍ଧୁ ଜିପ୍ପୋର ଲାଇଟର ଉପହାର ଦେଇ ଦିନଟିକୁ ସ୍ମୃତି ବହୁଳ କର”ୁ । ବିଭିନ୍ନ ର୍ରେ ଆକର୍ଷଣୀୟ ଜିପ୍ପୋ ଲାଇଟର୍ ସମ୍ପର୍କରେ ଜିପ୍ପୋ ଇଣ୍ଡିଆର ୱେବସାଇଟ୍ରେ ଉପଲବ୍ଧ । ଗତ ୯୦ ଧରି ଜିପ୍ପୋ ବ୍ରାଣ୍ଡ୍ ଏହାର କାରବାର ଜାରି ରଖିଥିବାବେଳେ ଏହାର ଉତ୍ପାଦ ଗୁଡିକୁ ବ୍ୟବହାର କରିବା ସହଜ ଜନକ । ଏହାର ଗୁଣବତା ତଥା ବିଶ୍ୱାସନୀୟତା ଗ୍ରାହକଙ୍କୁ ଆକୃଷ୍ଟ କରିପାରିଛି । ବିଶ୍ୱବ୍ୟାପୀ ବହୁ ଫିଲ୍ମରେ ଏହାର ବ୍ୟବହାର ମଧ୍ୟ କରାଯାଇଛି । ତେଣୁ ଏହା ବିଶ୍ୱର ସାଂସ୍କୃତିକ ବ୍ରାଣ୍ଡ୍ ଭାବରେ ନିଜର ଉପସ୍ଥିତିକୁ ସୁଦୃଢ଼ କରିବାକୁ ସକ୍ଷମ ହୋଇପାରିଛି । ୟୁୁନାଇଟେଡ୍ ଷ୍ଟେଟସ୍ରେ ଜିପ୍ପୋ ୱିଣ୍ଡ୍୍ପ୍ରୁଫ୍ ଲାଇଟରର ୪ ନିୟୁତରୁ ଅଧିକ ବ୍ୟବହାରକାରୀ ଥିବାବେଳେ ବିଶ୍ୱବ୍ୟାପୀ ୧୧ଟି ଅଫିସର କ୍ଲବ୍ରେ ଏହାକୁ ବ୍ୟବହାର କରାଯାଉଛି ।
ସୂଚନା ଯୋଗ୍ୟ ଯେ, ଜିପ୍ପୋ ବ୍ରାଣ୍ଡ ୧୯୩୨ ମସିହାରେ ଜର୍ଜ ଜି.ବାଲିସଡେଲଙ୍କ ଦ୍ୱାରା ପେନସିଲ୍ଭାନିଆର ବ୍ରାଡ୍ଫୋର୍ଡ ଠାରେ ସ୍ଥାପିତ ହୋଇଥିଲା । କମ୍ପାନୀ ବାର୍ଷିକ ୬୦୦ ନିୟୁତରୁ ଅଧିକ ୱିଣ୍ଡ୍ ପ୍ରୁଫ୍ ଲାଇଟର୍ ନିର୍ମିତ କରିଥାଏ । କମ୍ପାନୀ ପକ୍ଷରୁ ଲାଇଫ୍ ଟାଇମ୍ ଗ୍ୟାରେଂଟି ପ୍ରଦାନ କରାଯାଇଥାଏ । ଜିପ୍ପୋ ପକ୍ଷରୁ ଲାଇଟର, ଲେଦର ସାମଗ୍ରୀ, ଆଇୱେର ଏବଂ ଲାଇଟର ଆସେସୋରିଜ୍, ବୁଟେନ୍ କ୍ୟାଣ୍ଡେଲ୍ ଲାଇଟର ଆଦି ବିଭିନ୍ନ ଉତ୍ପାଦ ପ୍ରସ୍ତୁତ କରାଯାଇଥାଏ । ଜିପ୍ପୋ ବିଶ୍ୱବ୍ୟାପୀ ୧୮୦ରୁ ଅଧିକ ଦେଶରେ କାରବାର ଜାରି ରଖିଛି । ଜିପ୍ପୋ ବ୍ରାଡ୍ଫୋର୍ଡସ୍ଥିତ କେସ୍ ଆଣ୍ଡ୍ ସନ୍ସ୍ କ୍ୟୁଟିଲାରୀ କମ୍ପାନୀ ସହିତ ମିଳିତ ହୋଇଛି ।

Leave A Reply

Your email address will not be published.