ଭୁବନେଶ୍ୱର : ସୋମବାର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ କରୋନା ପଜିଟିଭ ଭାବେ ଚିହ୍ନଟ ହୋଇଛନ୍ତି। ଏନେଇ ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି।
![](https://www.samajalive.in/wp-content/uploads/2020/08/WhatsApp-Image-2020-08-17-at-13.43.18.jpeg)
ଏହାସହ କହିଛନ୍ତି ମୁଁ ସୁସ୍ଥ ଅଛି , ନିକଟରେ ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ମୁଁ ଅନୁରୋଧ କରୁଛି ସେମାନେ ଆଇସୋଲେସନରେ ରହି କରୋନା ଟେଷ୍ଟ କରାଇ ନିଅନ୍ତୁ।