ନୋଏଡା ପାୱାର କମ୍ପାନୀ ଲିମିଟେଡରେ ଅଗ୍ନିକାଣ୍ଡ

0 73

ନୂଆଦିଲ୍ଲୀ: ସେକ୍ଟର ୧୪୮ ର ନୋଏଡା ପାୱାର କମ୍ପାନୀ ଲିମିଟେଡର ଏକ ପାୱାର ସବଷ୍ଟେସନରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ବୁଧବାର ସକାଳ ସାଢ଼େ ୮ଟାବେଳେ ଏହି ଅଗ୍ନିକାଣ୍ଡ ଘଟିଥିବା ଖବର ମିଳିଥିଲା । ଏହି ଟ୍ରାନ୍ସଫର୍ମରଗୁଡିକ ନିଆଁରେ ପୋଡି ହୋଇଯାଇଥିଲା । ଏହି ଅଞ୍ଚଳ ନଲେଜ୍ ପାର୍କ ପୋଲିସ୍ ଷ୍ଟେସନ ଅଧୀନରେ ଅଛି । ପୋଲିସ ଅଧିକାରୀଙ୍କ କହିବାନୁସାରେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ।

Leave A Reply

Your email address will not be published.