ବିପଦ ସଂକେତ ଟପିଲା ବୈତରଣୀ

0 78

ଭଦ୍ରକ : ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଯୋଗୁ ବେହାଲ ସାରା ଓଡିଶା।  ଭଦ୍ରକ ଜିଲାରେ ତିନି ଦିନ ଧରି ଲଗାଣ ବର୍ଷା ଲାଗି ରହିବା ଯୋଗୁ ବନ୍ୟା ପରିସ୍ଥତି ସୃଷ୍ଟି ହୋଇଛି। ଭଦ୍ରକ ଜିଲା ଦେଇ ପ୍ରବାହିତ ହୋଇଥିବା ବୈତରଣୀ ନଦୀର ଜଳସ୍ତର ବଢିବାରେ ଲାଗିଛି। ଆଖୁଆପଦାଠା​‌ରେ ବୈତରଣୀ ବିପଦ ସଂକେତ ୧୭.୮୩ ମିଟର ରହିଛି। ବୈତରଣୀର ନଦୀର ଜଳସ୍ତର ୧୭.୮୪ମି. ରହିଛି। ତଳିଆ ଅଞ୍ଚଳର ଲୋକେ ଭୟଭିତ ଅବସ୍ଥାରେ ରହିଛନ୍ତି।

Leave A Reply

Your email address will not be published.