ବିହାର ନିର୍ବାଚନ: ଅନଲାଇନରେ ନାମାଙ୍କନ ଦାଖଲ କରାଯିବ

0 61

ପାଟନା : ବିହାର ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ଏକ ଗାଇଡଲାଇନ ପ୍ରକାଶ କରିଛନ୍ତି । ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ ବିହାର ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ଅନଲାଇନରେ ଦାଖଲ କରାଯିବ ବୋଲି ନିର୍ବାଚନ ଆୟୋଗ କହିଛନ୍ତି । ଏହାଦ୍ୱାରା ପ୍ରାର୍ଥୀମାନେ ଅନଲାଇନରେ ସୁରକ୍ଷା ଟଙ୍କା ଜମା କରିପାରିବେ । ଏହା ବ୍ୟତୀତ ସର୍ବାଧିକ ପାଞ୍ଚଜଣ ଲୋକ ଦ୍ୱାରରୁ ଦ୍ୱାର ପ୍ର·ର ପାଇଁ ପ୍ରାର୍ଥୀଙ୍କ ସହ ରହିପାରିବେ । ଏଥି ସହ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ସାଧାରଣ ସଭା ଏବଂ ରୋଡ୍ ସୋ ଅନୁମତି ଦିଆଯିବ ବୋଲି ର୍ନିବାଚନ ଆୟୋଗ କହିଛନ୍ତି ।

Leave A Reply

Your email address will not be published.