ସଡ଼କ ଦୁର୍ଘଟଣାରେ ୨ ଶିଶୁ ମୃତ

0 86

୭ ଜଣ ହସ୍ପିଟାଲରେ ଭର୍ତ୍ତି

ଢେଙ୍କାନାଳ୨୩/୮: ଢ଼େଙ୍କାନାଳ ଜିଲ୍ଳାରେ ଆଜି ଏକ ହୃଦୟ ବିଦାରକ ଘଟଣା ଘଟିଛି। ସଡକ ଦୁର୍ଘଟଣାରେ ୨ ଶିଶୁଙ୍କ ମୃତ୍ୟୁ ହୋଇଛି।  ମିଳିଥିବା ସୂଚନା ଅନୁସାରେ ୧୪୯ନଂ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ଦାଦାରଘାଟିର ଭେଜିଆ ଛକରେ ଜାଇଲୋ ଓ କାର ମୁହାଁ ମୁହିଁ ଧକ୍କା ହୋଇଥିଲା।  ଯାହାଫଳରେ ଘଟଣାସ୍ଥଳରେ ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଛି।ଉଭୟ ଗାଡିର ୭ ଗୁରୁତର ଜଣ ଗୁରୁତର ତାଳଚେର ମଣ୍ଡାପାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.