ମୁଖତାର ଅନସାରୀ ପୁଅଙ୍କ କୋଠା ଭାଙ୍ଗିଲା ଲକ୍ଷେ୍ନø ପ୍ରଶାସନ

0 72

ଲକ୍ଷେ୍ନø : ଗୁରୁବାର ସକାଳେ ମାଫିଆ ଡନ୍ ମୁଖତାର୍ ଅନସାରୀଙ୍କ ପୁଅ ଓମାର ଏବଂ ଅବାସଙ୍କ କୋଠାକୁ ଲକ୍ଷେ୍ନø ପ୍ରଶାସନ ଏବଂ ଲକ୍ଷେ୍ନø ବିକାଶ ପ୍ରାଧିକରଣ ଦ୍ୱାରା ଭାଙ୍ଗି ଦିଆଯାଇଛି । ଲକ୍ଷେ୍ନø ପ୍ରଶାସନ ସହିତ ପୋଲିସ ପ୍ରଶାସନର ପ୍ରାୟ ୨୦୦ କର୍ମ·ରୀ ଦୁଇ ମହଲା କୋଠାକୁ ଭାଙ୍ଗି ଦେଇଛନ୍ତି । ସୂଚନା ଅନୁଯାୟୀ, ଲକ୍ଷେ୍ନø ଜିଆମାଉ ଅଞ୍ଚଳରେ ମାଫିଆ ଡନ୍ ମୁଖ୍ତାର୍ ଅନସାରୀଙ୍କ ପୁଅ ଓମାର ଏବଂ ଅବାସଙ୍କର ଦୁଇ ମହଲା କୋଠା ଥିଲା । ଅଭିଯୋଗ ହୋଇଛି ଯେ ଏହି କୋଠାଟି ପ୍ରାୟ ୮୦୦୦ ବର୍ଗଫୁଟରେ ବେଆଇନ ଭାବେ ର୍ନିମିତ ହୋଇଥିଲା ।

Leave A Reply

Your email address will not be published.