ପାଣି ଘେରରୁ ଗର୍ଭବତୀ ମହିଳା ଉଦ୍ଧାର

0 106

ଭଦ୍ରକ୨୮/୮:  ପାଣି ଘେରରୁ ଉଦ୍ଧାର ହେଲେ ଗର୍ଭବତୀ ମହିଳା। ଭଣ୍ଡାରିପୋଖରୀ ବ୍ଲକ ଜଳହରି ଗ୍ରାମ ବନ୍ୟା ଘେରରେ ରହିଛି। ପାଣି ମାଡି ଯୋଗୁଁ ଘର-ଦୁଆର ବୁଡ଼ି ଯାଇଥିଲା। ଯାହାଫଳରେ ପାଣି ଘେରରେ ଗର୍ଭବତୀ ମହିଳା ଜଣକ ରହି ଯାଇଥିଲେ।ଏନଡିଆରଏଫ ଟିମ୍‌ ଘଟଣାସ୍ଥଳରେ ପହଁଞ୍ଚି ଉକ୍ତ ମହିଳାଙ୍କୁ ଉଦ୍ଧାର କରିଛି। ଏଥିସହ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲକୁ ପଠାଇବା ଲାଗି ବନ୍ଦୋବସ୍ତ କରାଯାଇଛି।

Leave A Reply

Your email address will not be published.