ଅଭିବ୍ୟକ୍ତିର ସ୍ୱାଧୀନତା ବିପଦରେ : ସୋନିଆ

0 76

ନୂଆଦିଲ୍ଲୀ: କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀ ପୁଣି ଥରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ଅଭିବ୍ୟକ୍ତିର ସ୍ୱାଧୀନତା ଏବେ ବିପଦରେ ପଡ଼ିଛି, ଗଣତନ୍ତ୍ର ନଷ୍ଟ ହୋଇଚାଲିଛି । କିଛି ଲୋକ ଚାହୁଁଛନ୍ତି ଯେ ଭାରତର ଆଦିବାସୀ, ମହିଳା, ଯୁବକମାନେ ପାଟି ବନ୍ଦ କରନ୍ତୁ । ସେମାନେ ଦେଶର ମୁହଁ ବନ୍ଦ ରଖିବାକୁ ·ହୁଁଛନ୍ତି । ଏହି ଶକ୍ତିି ଦେଶରେ ଘୃଣାର ବିଷ ବିସ୍ତାର କରୁଛି । ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ ଏବଂ ବି.ଆର୍ ଆମ୍ବେଦକରଙ୍କ ସମେତ ଆମର ପୂର୍ବପୁରୁଷମାନେ କେବେବି କଳ୍ପନା କରିନଥିବେ ଯେ ସ୍ୱାଧୀନତାର ୭୫ ବର୍ଷ ପରେ ଆମ ଦେଶ ଏପରି କଠିନ ପରିସ୍ଥିତିର ସମ୍ମୁଖୀନ ହେବ ।

Leave A Reply

Your email address will not be published.