ନିଆ ଚାମ୍ପିୟନ୍

0 77

ନାଗିନ୍ ୪ ଅଭିନେତ୍ରୀ ନିଆ ଶର୍ମା ଖତରୋଁ କି ଖିଲାଡି- ମେଡ୍ ଇନ୍ ଇଣ୍ଡିଆ ଟ୍ରଫି ହାତେଇବାରେ ସଫଳ ହୋଇଛନ୍ତି । ସମସ୍ତ ପ୍ରତିଯୋଗୀଙ୍କୁ ପରାସ୍ତ କରି ନିୟା ଏହାର ବିଜେତା ହେବା ପରେ ସୋସିଆଲ ମିଡିଆରେ ନିଆଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି । ଖତରୋଁ କି ଖିଲାଡି- ମେଡ୍ ଇନ୍ ଇଣ୍ଡିଆ-୧୦ କୁ କରିସ୍ମା ତନ୍ନା ଜିତିଥିଲେ । ଏବେ ପୁଣି ଥରେ ଷ୍ଟଣ୍ଟ ଆଧାରିତ ଶୋ’ରେ ଗର୍ଲ ପାୱାର ଦେଖିବାକୁ ମିଳିଛି ।

Leave A Reply

Your email address will not be published.