କରୋନାରେ ଦିଲୀପ କୁମାରଙ୍କ ସାନଭାଇ ଏହସାନ ଖାନଙ୍କ ଦେହାନ୍ତ

0 73

ନୂଆଦିଲ୍ଲୀ: କରୋନା ଭାଇରସ୍ରେ ସଂକ୍ରମିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଦିଲୀପ କୁମାରଙ୍କ ସାନ ଭାଇ ଏହସାନ୍ ଖାନଙ୍କର ୯୦ ବର୍ଷ ବୟସରେ ଦେହାନ୍ତ ହୋଇଛି । ଦିଲୀପ କୁମାରଙ୍କ ପରିବାର ବନ୍ଧୁ ଫୈସଲ ଫାରୁକି ଅଭିନେତାଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟ ମାଧ୍ୟମରେ ଏହି ଖବର ସେୟାର କରିଛନ୍ତ । ଏହି ଟୁଇଟ୍ରେ ଲେଖାଥିଲା, ଦିଲୀପ ସାହେବଙ୍କ ସାନଭାଇ ଏହସାନ ଖାନଙ୍କର କିଛି ଘଣ୍ଟା ପୂର୍ବରୁ ଦେହାନ୍ତ ହୋଇଛି । ଏହାପୂର୍ବରୁ ସାନ ଭାଇ ଅସଲମଙ୍କର ଦେହାନ୍ତ ହୋଇଛି ।

Leave A Reply

Your email address will not be published.