ବାଣ କାରଖାନାରେ ବିସ୍ଫୋରଣ : ୯ ମୃତ, ୫ ଆହତ

0 70

ଚେନ୍ନାଇ : ଶୁକ୍ରବାର ଦିନ ତାମିଲନାଡୁର କୁଡାଲୋରରେ ଥିବା ଏକ ବାଣ ତିଆରି କାରଖାନାରେ ବିସ୍ଫୋରଣ ପରେ ଅତି କମରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି ହୋଇଥିବା ଜଣାଯାଇଛି । ଉକ୍ତ କାରଖାନାଟି ଚେନ୍ନାଇ ଠାରୁ ୧୯୦ କିଲୋମିଟର ଦୂରରେ କୁଡାଲୋର ଜିଲ୍ଲାର କାଟୁମାନନାର୍କୋଏଲ୍ ଅଞ୍ଚଳରେ ଅବସ୍ଥିତ ।

Leave A Reply

Your email address will not be published.