ଟ୍ରକକୁ ପଛରୁ ପିଟିଲା ଆମ୍ବୁଲାନ୍ସ

0 72

ବାଲେଶ୍ୱର : ବାଲେଶ୍ୱର ରୁପ୍ସା ଥାନା ଅନ୍ତର୍ଗତ ଏନ ଏଚ- ୬୦ ଠାରେ ଟ୍ରକକୁ ପଛରୁ ପିଟିଲା ଆମ୍ବୁଲାନ୍ସ । ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ଥିବା ଜଣାପଡିଛି । ଏନ୍ଏଚ୍-୬୦ ରୁପ୍ସା ଥାନା ନିକଟରେ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଭୋଗରାଇରୁ ରୋଗୀ ନେଇ ଆମ୍ବୁଲନ୍ସଟି ବାଲେଶ୍ୱର ଆସୁଥିବା ବେଳେ ଏକ ଟ୍ରକକୁ ପଛ ପଟୁ ଧକ୍କା ଦେଇଥିବା ଜଣାପଡିଛି ।

Leave A Reply

Your email address will not be published.