ଟ୍ରକକୁ ଧକ୍କା ଦେଇ ଜଳିଗଲା ଟ୍ରଲର

0 76

ବାଲୁଗାଁ: ଟ୍ରକକୁ ଧକ୍କା ଦେଇ ଜଳିଗଲା ଟ୍ରଲର । ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଥିବା ଜଣାପଡିଛି । ଏନ୍ଏଚ୍-୧୬ ନାଚୁଣୀ ବରଡ଼ି ଛକ ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଘଟଣାରୁ ଜଣପଡିଛି ଯେ ଟ୍ରକଟି ଆନ୍ଧ୍ରପ୍ରଦେଶରୁ ବିହାର ଯାଉଥିବା ଏକ ଟ୍ରଲର ନାଚୁଣୀ ନିକଟରେ ପଛପଟୁ ଧକ୍କା ଦେଇଥିବା ଫଳରେ ଟ୍ରଲରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳି ଯାଇଥିଲା । ଏଥିରେ ଟ୍ରକର ଡ୍ରାଇଭର ସମ୍ପୁର୍ଣ୍ଣ ଦଗ୍ଧ ହୋଇଥିଲେ । ଟ୍ରଲରୁ ଭିତରୁ ଗୁରୁତର ଅବସ୍ଥାରେ ହେଲଫରକୁ ଉଦ୍ଧାର କରାଯାଇଥିଲା । ପରେ ଅଗ୍ନଶମ ବାହିନର ଘଟଣାସ୍ଥଳରେ ପହଞ୍ôଚ ନିଆକୁ ଆୟତ କରିଥିଲେ । ନାଚୁଣୀ ପୋଲିସ ଘଟଣାସ୍ଥଳରେ ପହଞ୍ôଚ ଘଟଣାର ତଦନ୍ତ ଜାରୀ ରଖିଛି ।

Leave A Reply

Your email address will not be published.