ଖୁବ ଶୀଘ୍ର ଆରମ୍ଭ ହେବ DL, LL ଆବେଦନ

0 68

ଭୁବନେଶ୍ୱର :  କରୋନା ପାଇଁ DL, LL ଆବେଦନ ପ୍ରକ୍ରିୟାକୁ କିଛି ଦିନ ପାଇଁ ସ୍ଥଗିତ ରଖାଯାଇଥିଲା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହାକୁ ସ୍ଥଗିତ ରଖାଯାଇଥିଲା । ତେବେ ପୁଣି ଥରେ DL, LL ଆବେଦନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ୨ ରୁ ୩ ଦିନ ଭିତରେ ଆରମ୍ଭ ହେବ DL, LL ଆବେଦନ ପ୍ରକ୍ରିୟା । ଏଥିପାଇଁ ସବୁ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଦିନକୁ ୨୦ ଜଣଙ୍କ ପାଇଁ ଟେଷ୍ଟ ଡ୍ରାଇଭ୍ ବ୍ୟବସ୍ଥା ହେବ । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ସୂଚନା ଦେଇଛନ୍ତି । କରୋନା ପାଇଁ ବନ୍ଦ ରହିଥିଲା DL, LL ଆବେଦନ ପ୍ରକ୍ରିୟା ।

Leave A Reply

Your email address will not be published.