ମୁଖ୍ୟମନ୍ତ୍ରୀଙ୍କ ସହାୟତା ଲୋଡିଲେ ନିତିଶ

0 81

ଭୁବନେଶ୍ୱର : ରାଜ୍ୟସଭା ଉପାଧକ୍ଷ ନିର୍ବାଚନ ପୂର୍ବରୁ ବିଜେଡି ସୁପ୍ରିମୋ ତଥା ନବୀନ ପଟ୍ଟନାୟକଙ୍କ ସହ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଫୋନ ଯୋଗେ କଥାବାତ୍ତା ହୋଇଛନ୍ତି । ନିର୍ବାଚନରେ ଜେଡିୟୁ ପ୍ରାର୍ଥୀ ହରିବଂଶ ନାରାୟଣଙ୍କୁ ସମର୍ଥନ କରିବା ପାଇଁ ନୀତିଶ କୁମାର ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତିି । ଫୋନରେ କଥାବାର୍ତ୍ତାରେ ନୀତିଶ କୁମାର କହିଛନ୍ତି ଯେ, ଦଳ ପକ୍ଷରୁ ହରିବଂଶ ନାରାୟଣଙ୍କୁ ରାଜ୍ୟସଭା ଉପାଧକ୍ଷ ପଦ ପାଇଁ ପାର୍ଥୀ କରାଯାଇଛି ।

Leave A Reply

Your email address will not be published.