୧୪ରୁ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା

0 81
sharethis sharing button

ଭୁବନେଶ୍ୱର : ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ତାରିଖ ଘୋଷଣା ହୋଇଛି | ସେପ୍ଟେମ୍ବର ୧୪ ତାରିଖରୁ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହୋଇ ଅକ୍ଟୋବର ୨ ତାରିଖ ଯାଏଁ ହେବ | ୩୫ ହଜାର ୫୮୮ ପରୀକ୍ଷାର୍ଥୀ ମାଟ୍ରିକ୍ ସପ୍ଲିମେଣ୍ଟାରୀ  ପରୀକ୍ଷା ଦେବେ | ଓପନ ସ୍କୁଲ ପରୀକ୍ଷାର୍ଥୀଙ୍କ ପାଇଁ ୮୮ଟି ପରୀକ୍ଷା କେନ୍ଦ୍ର ହୋଇଛି |

Leave A Reply

Your email address will not be published.