ଅକ୍ଟୋବରରେ ଖୋଲିପାରେ ନନ୍ଦନକାନନ

0 71


ଭୁବନେଶ୍ୱର : କରୋନା ପାଇଁ ବନ୍ଦ ଥିବା ନନ୍ଦନକାନ ପୁଣି ଅକ୍ଟୋବରରେ ଖୋଲିପାରେ । ଏ ନେଇ ନନ୍ଦନ କାନନ ନିର୍ଦ୍ଦେଶକ ଶଶି ପାଲ ସୂଚନା ଦେଇଛିନ୍ତି । ଶଶି ପାଲ କହିଛନ୍ତି ଯେ, ନିର୍ଦ୍ଦିଷ୍ଟ କେଉଁ ଦିନ ନନ୍ଦନ କାନନ ଖୋଲିବ ସେ ନେଇ କିଛି ସ୍ଥିର କରାଯାଇନାହିଁ । ଏଥିପାଇଁ ଏକ ଏସଓପି ପ୍ରସ୍ତୁତ କରାଯିବ । କୋଭିଡ ଗାଇଡ ଲାଇନକୁ ଲକ୍ଷ୍ୟରେ ରଖାଯିବା ସହ ସମସ୍ତ ନୀୟମକୁ କଡାକଡି ପାଳନ କରାଯିବ ।

Leave A Reply

Your email address will not be published.