ଆର ପାରିରେ ଭିକୁ ସେଠ୍

0 66

ଭୁବନେଶ୍ୱର ୧୨/୦୯ : ଜଲିଉଡର ପ୍ରଖ୍ୟାତ ଖଳନାୟକ ଭିକୁ ସେଠ୍ ଙ୍କ ପରଲୋକ ହୋଇଛି । ୫୫ ବର୍ଷ ବୟସରେ ଭିକୁ ସେଠ୍ ଙ୍କ ଦେହାନ୍ତ ହୋଇଛି । ଭିକୁ ସେଠ୍ ନାଁରେ ପରିଚିତ ଥିଲେ ମହେନ୍ଦ୍ର ଦାସ । ଯାତ୍ରା ଜଗତରେ ସେ ଥିଲେ ଜଣେ ନାମୀ କଳାକାର । ଯାତ୍ରା ଜଗତରେ ତାଙ୍କ ଲୋକପ୍ରିୟତାକୁ ନେଇ ଖୁବ ଚର୍ଚ୍ଚା । ‘ଶାଗୁଣା ବସିଛି ଡେଣା ମେଲାଇ’ରୁ ଲୋକପ୍ରିୟତା ହାସଲ କରିଥିଲେ ମହେନ୍ଦ୍ର ଦାସ । ଭିକୁ ସେଠ୍ ଙ୍କ ନିଧନ ଯାତ୍ରା ଜଗତରେ ଏକ ଖାଲି ସ୍ଥାନ ଛାଡି ଯାଇଛି ।

Leave A Reply

Your email address will not be published.