ନକ୍ସଲଙ୍କ ସହିଦ ସ୍ତମ୍ଭକୁ ଭାଙ୍ଗି ଧ୍ୱଂସ କରିଲେ ପୋଲିସ୍ ବାହିନୀ

0 64

ମାଲକାନଗିରି, (ଡି କେ ନ୍ୟୁଜ୍) : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ସୁକୁମା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସଲ୍ଲଭ ସିନା ଙ୍କ  ମାର୍ଗଦର୍ଶନରେ ମାଓ ଦମନ ଅପେରସନ କୁ ଜୋରଦାର କରାଯାଇଛି !ଆଜି ସୁକୁମା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁନୀଲ ଶର୍ମା ଙ୍କ ନିର୍ଦେଶରେ ଏସଡ଼ିପିଓ ଅନୁରାଗ ଝାଙ୍କ  ନେତୃତ୍ୱରେ ତଙ୍ଗପାଲ ଥାନା ଅଧିକାରୀ ପ୍ରୋମଦ କଶ୍ୟପ, ଓ ପୁଷପାଲ ଥାନା ଅଧିକାରୀ ବିଜୟ ପଟେଲ ଙ୍କ ସହ ପୋଲିସ ଫୋର୍ସ ତଙ୍ଗପାଲ ଥାନା ଅନ୍ତର୍ଗତ ପ୍ରତାପଗିରି ଜଙ୍ଘଲରେ ମାଓବାଦୀ ମାନେ ୨0୧ ୫ ମସିହା ସହିଦ ଦିବସ ଅବସରରେ ନିର୍ମାଣ କରିଥିବା ପ୍ରାୟ ୨0ଫୁଟ ଉଚ୍ଚର ସହିଦ ସ୍ତମ୍ଭକୁ ଭାଙ୍ଗି ଧ୍ୱଂସ କରିଦେଇଥିବା ଜଣାପଡିଛି ।

Leave A Reply

Your email address will not be published.