ଜନସନ ପକ୍ଷରୁ ନୂଆ କଟନଟଚର ଉନ୍ମୋଚନ

0 66


ଭୁବନେଶ୍ୱର: ନବଜାତକଙ୍କ କୋମଳ ଚର୍ମର ଯତ୍ନ ପାଇଁ ପ୍ରାକୃତିକ କଟନ ମିଶ୍ରଣରେ ପ୍ରସ୍ତୁତ ନୂଆ କଟନଟଚରକୁ ଜନସନ ପକ୍ଷରୁ ଉନ୍ମୋଚନ କରାଯାଇଛି । ଇ-କମର୍ସରେ ସ୍୍ୱତନ୍ତ୍ର ଭାବେ ଏହାକୁ ଉନ୍ମୋଚନ କରାଯାଇଛି । ଏହି ଉତ୍ପାଦ ବର୍ଗରେ ରହିଛି ୱାସ୍, ଲୋସନ୍, କ୍ରିମ୍ ଓ ତୈଳ ଏବଂ ଏହା ଆମାଜନ, ଫ୍ଲିପ୍କାର୍ଟ, ବିଗ୍ ବାସ୍କେଟ୍, ଫାଷ୍ଟକ୍ରାଏ ଏବଂ ନାଇକାରେ ଗ୍ରାହକଙ୍କ ପାଇଁ ଉପଲ୨ ହୋଇଛି । ଶିଶୁଙ୍କ ପାଇଁ ବିଶ୍ୱାସ ଓ ଭରସାର ସହ ମା’ ମାନେ ବ୍ୟବହାର କରୁଥିବା ଉତ୍ପାଦ ସୃଷ୍ଟି କରିବାରେ ଜନ୍ସନ୍ସର ୧୨୫ ବର୍ଷର ପରମ୍ପରା ରହିଛି । ଏହି ଆହ୍ୱାନପୂର୍ଣ୍ଣ ସମୟରେ ଉଲ୍ଲେଖନୀୟ ଉତ୍ପାଦ ଲାଗି ରହିଥିବା ଆବଶ୍ୟକତାକୁ ଏହି ଉତ୍ପାଦ ପୂରଣ କରିବ । ଭାରତୀୟ ବଜାରରେ କଟନଚରକୁ ଉନ୍ମୋଚନ କରିବା ଲାଗି ଜନସନ ୭୦୦ରୁ ଅଧିକ ପ୍ରଭାବ ସୃଷ୍ଟିକାରୀଙ୍କୁ ସ୍ୱାଗତ କରିଛି । କଟନଟଚ୍ ହେଉଛି ଏକ ଅଭିନବ ଉତ୍ପାଦ ଯାହାକୁ ବ୍ୟାପକ ଗବେଷଣା ଓ ବିକାଶ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଏହା ହେଉଛି ବିଶ୍ୱର ପ୍ରଥମ ଶିଶୁ ଯତ୍ନ ଉତ୍ପାଦ ଯାହାକୁ ପ୍ରାକୃତିକ କଟନର ମିଶ୍ରଣରେ ପ୍ରସ୍ତୁତ କରାଯାଇଛି ଯାହାକୁ ବ୍ୟବହାର କଲେ ଶିଶୁ ବିରକ୍ତ ହେବନି ।

Leave A Reply

Your email address will not be published.