Daily Archives

September 19, 2020

ରାଷ୍ଟ୍ରୀୟ ଶିକ୍ଷା ନୀତିର ମୁଖ୍ୟ ଲକ୍ଷ୍ୟ ଶିକ୍ଷା ବ୍ୟବସ୍ଥାକୁ ପୁନର୍ଜୀବିତ କରିବା : ରାଷ୍ଟ୍ରପତି

ନୂଆଦିଲ୍ଲୀ : ରାଷ୍ଟ୍ରୀୟ ଶିକ୍ଷା ନୀତି (ଏନଇପି) ଉପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ଦେଶକୁ ସମ୍ବୋଧିତ କରିଛନ୍ତି । ସେ କହିଛନ୍ତି ଯେ ଏକବିଂଶ ଶତାବ୍ଦୀର
Read More...

ବରମୁଣ୍ଡା ବସଷ୍ଟାଣ୍ଡରୁ ଆରମ୍ଭ ଉଚ୍ଛେଦ କାର୍ଯ୍ୟ

ଭୁବନେଦଶ୍ୱର : ଭୁବନେଶ୍ୱରର ବରମୁଣ୍ଡା ବସଷ୍ଟାଣ୍ଡ ଆଗକୁ ଆନ୍ତରାଜ୍ୟ ବସ ଟର୍ମିନାଲ ପାଲଟିବ। ନୂଆ ବସ ଟର୍ମିନାଲ ପାଇଁ ଆଜି ଠାରୁ ବରମୁଣ୍ଡା ବସଷ୍ଟାଣ୍ଡରୁ ଉଚ୍ଛେଦ
Read More...

ହାଇ-ପ୍ରୋଫାଇଲ୍ ସେକ୍ସ ରାକେଟର ପର୍ଦ୍ଦାଫାଶ : ୭ ଯୁବତୀ ଉଦ୍ଧାର, ୫ ଗିରଫ

ଲକ୍ଷେ୍ନø : ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷେ୍ନøରେ ହାଇ-ପ୍ରୋଫାଇଲ ସେକ୍ସ ରାକେଟ୍ର ପର୍ଦ୍ଦାଫାଶ ହୋଇଛି । ଶିବାଜୀପୁରମ୍ ଶିବାନୀ ବିହାର ସ୍ଥିତ ଏକ ଘରେ ପୋଲିସ ଚଢାଉ
Read More...

ଋଣ ବୋଝ ସହିନପାରି ଗୋଟିଏ ପରିବାରର ୪ଜଣଙ୍କ ଆତ୍ମହତ୍ୟା!

ଜୟପୁର : ରାଜସ୍ଥାନ ରାଜଧାନୀ ଜୟପୁର କନୌତା ଥାନା ଅଞ୍ଚଳରେ ସାମୁହିକ ଆତ୍ମହତ୍ୟା ମାମଲା ସାମ୍ନାକୁ ଆସିଛି । ଜୟପୁର ଇତିହାସରେ ଏହିଭଳି ଘଟଣା ପ୍ରଥମଥର ଘଟିଛି ୟ ଗୋଟିଏ
Read More...

ମାତ୍ର ୬,୭୧,୦୦୦ଟଙ୍କାର ମୂଲ୍ୟରେ ନୂତନ କିଆ ସୋନେଟର ଶୁଭାରମ୍ଭ

ଭୁବନେଶ୍ୱର: କିଆ ମୋଟର୍ସ ପକ୍ଷରୁ ଏହାର ସର୍ବପ୍ରଥମ ଏସୟୁଭି, ନୂତନ କିଆ ସୋନେଟର ଶୁଭାରମ୍ଭ କରାଯାଇଛି । ଏହି ସୋନେଟ ଏଂଟ୍ରି ସ୍ତରର ସ୍କାର୍ଟଷ୍ଟ୍ରିମ ଜି୧.୨ ୫ଏମଟି
Read More...

୫୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ: ୪ଗିରଫ

ପାରଳାଖେମୁଣ୍ଡି : ଗଜପତି ପୋଲିସ ଦ୍ୱାରା ପୃଥକ ପୃଥକ ଭାବେ ଚଢାଉ କରାଯାଇ ୫୦ଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍ ଗଞ୍ଜେଇ ଚୋରା ଚାଲାଣ ବେଳେ ଜବତ କରାଯାଇଛି । ଏଥିରେ ୪ଜଣ ଗିରଫ
Read More...

ଭାରତର ଗୁପ୍ତ ତଥ୍ୟ ଚୀନକୁ ଦେବା ଘଟଣାରେ ଦୁଇ ଗିରଫ

ନୂଆଦିଲ୍ଲୀ ୧୯/୦୯: ଚୀନ୍ ଗୁପ୍ତଚର ସଂସ୍ଥାକୁ ସମ୍ବେଦନଶୀଳ ସୂଚନା ବାଣ୍ଟିବା ଘଟଣାରେ ଶନିବାର ଦିଲ୍ଲୀ ପୋଲିସ ଆଉ ଦୁଇ ଜଣଙ୍କୁ ଗିରଫ କରିଛି । ଏଥିରେ ଜଣେ ଚୀନ୍ ମହିଳା
Read More...

ଜାମ୍ମୁ-କାଶ୍ମୀର ପାଇଁ ୧୩୫୦ କୋଟିର ଆର୍ଥିକ ପ୍ୟାକେଜ୍ ଘୋଷଣା

ବିଦ୍ୟୁତ୍ ଓ ଜଳ ବିଲ୍ ଉପରେ ୫୦% ରିହାତି ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରର ଉପରାଜ୍ୟପାଳ ହେବା ପରେ ମନୋଜ ସିହ୍ନା ଆଜି ପ୍ରଥମ ଥର ପାଇଁ ରାଜ୍ୟ ପାଇଁ ଅନେକ ଘୋଷଣା
Read More...