+3 ଓ PG ଶେଷ ସେମିଷ୍ଟାରର ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ

0 88

ଭୁବନେଶ୍ୱର : ଆଜିଠୁ +3 ଓ PG ଶେଷ ସେମିଷ୍ଟାରର ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ  ହେବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପରୀକ୍ଷା ପରିଚଳନା କରିବେ ରାଜ୍ୟ ସରକାର । ଅନଲାଇନ୍ ଓ ଅଫ୍ ଲାଇନ୍ ଯୋଗେ ଏହି ପରୀକ୍ଷା ହେବ। ସେହିିିପରି ଆସନ୍ତା ୨୯ ତାରିଖରୁ ଥିଓରୀ ପରୀକ୍ଷା ଆରମ୍ଭ ହେବ। କରୋନା କଟକଣା ଭିତରେ ପରୀକ୍ଷା କରାଯିବ । ଅକ୍ଟୋବର ୧୦ ସୁଦ୍ଧା ଏହି ସବୁ ପରୀକ୍ଷା ଶେଷ ହେବ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।

Leave A Reply

Your email address will not be published.