ମନରେଗା ଯୋଜନାରେ ବ୍ୟାପକ ଦୁର୍ନିତୀ ଅଭିଯୋଗ

ପିପିଲି ବ୍ଲକରେ ଭିଜିଲାନ୍ସର ଖୋଳତାଡ଼ ଆରମ୍ଭ ପିପିଲି :ପିପିଲି ବ୍ଲକରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ମନରେଗା)ରେ କୋଟିଏରୁ ଅଧିକ…

ଅବ୍ୟବସ୍ଥାରେ ଯାତ୍ରୀ ବିଶ୍ରାମ ଗାର

କଲ୍ୟାଣ ସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂପୁର ବ୍ଳକ ଅନ୍ତର୍ଗତ ବୁଡ଼ାଗୁଡା ଗ୍ରାମ ପଞ୍ଚାୟତ କୁମ୍ବାର ଗୁଡା ଛକଠାରେ ଥିବା ଯାତ୍ରୀ…

ଖୋଲିଲା ହୀରାକୁଦ ଡ୍ୟାମ୍‌ର ଆଉ ୩ଟି ଗେଟ୍

ସମ୍ବଲପୁର ୨୩।୯: ହୀରାକୁଦ ଡ୍ୟାମ୍ ଆଉ ୩ଟି ଗେଟ୍ ଖୋଲିଲା, ଏବେ ୧୨ଟି ଗେଟ୍ ଦେଇ ଜଳଭଣ୍ଡାରରୁ ଜଳ ନିଷ୍କାସନ ଜାରି…

ବଢ଼ୁଛି କୃଷକଙ୍କ କ୍ରୋଧ

ଚାଷୀଙ୍କ ଉପରେ ପୋଲିସର ଟିୟର ଗ୍ୟାସ୍ ପ୍ରୟୋଗ ନୂଆଦିଲ୍ଲୀ : କୃଷି ବିଲ୍କୁ ନେଇ କୃଷକଙ୍କ କ୍ରୋଧ ବଢ଼ିବାରେ ଲାଗିଛି ।…

ଭାରତୀୟ ଉପଗ୍ରହ ପରିଚାଳନା ବ୍ୟବସ୍ଥା ଉପରେ ଏକାଧିକଥର ସାଇବର ଆକ୍ରମଣ କରିଛି ଚୀନ୍

ନୂଆଦିଲ୍ଲୀ: ୨୦୧୨ରୁ ୨୦୧୮ମଧ୍ୟରେ ଚୀନ୍ ଏକାଧିକ ଥର ଭାରତୀୟ ଉପଗ୍ରହ ପରି·ଳନା ବ୍ୟବସ୍ଥା ଉପରେ ସାଇବର ଆକ୍ରମଣ କରିଛି । ଆମେରିକାଭିତ୍ତିକ…

ଆସନ୍ତାକାଲି ରିୟାଙ୍କ ଜାମିନ ଆବେଦନ ଉପରେ ଶୁଣାଣି

ମୁମ୍ବାଇ: ଡ୍ରଗ୍ସ କାରବାରରେ ଅଭିନେତ୍ରୀ ରିୟା ଚକ୍ରବତ୍ତୀଙ୍କର ସଂପୃକ୍ତି ଥିବା ଜଣାପଡିବା ପରେ ସେପ୍ଟେମ୍ବର ୮ ତାରିଖରେ ତାଙ୍କୁ ଗିରଫ କରାଯାଇଥିଲା…

ବିଶ୍ୱର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ପ୍ରଧାନମନ୍ତ୍ରୀ ମୋଦୀ, ଅଭିନେତା ଆୟୁଷ୍ମାନ

ନୂଆଦିଲ୍ଲୀ : ଆମେରିକାର ପ୍ରସିଦ୍ଧ ‘ଟାଇମ୍ସ’ ପତ୍ରିକାରେ ବିଶ୍ୱର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ଥାନ…

ଶତ୍ରୁପକ୍ଷ ହେବେ ଚିତପଟାଙ୍ଗ୍

ଲେଜର ଗାଇଡ୍ ଆଣ୍ଟି ଟ୍ୟାଙ୍କ ଗାଇଡେଡ୍ ମିସାଇଲର ସଫଳ ପରୀକ୍ଷଣ ନୂଆଦିଲ୍ଲୀ : ଚାହୁଁ ଚାହୁଁ ଶତ୍ରୁପକ୍ଷ ହେବେ ଚିତ୍ପଟାଙ୍ଗ ।…

ସ୍ୱେଚ୍ଛାକୃତ ଅବସର ନେଲେ ଗୁପ୍ତେଶ୍ୱର ପାଣ୍ଡେ

ପାଟଣା: ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ ନିଜ ପଦରୁ ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ବା ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିଛନ୍ତି ଫ ଭଲ୍ୟୁଣ୍ଟାରୀ…

ଦେଶ-ଦେଶ ମଧ୍ୟରେ ମତଭେଦ ହେବା ସାଧାରଣ କଥା : ଜିନପିଙ୍ଗ୍

ନୂଆଦିଲ୍ଲୀ : ଲଦାଖ ସୀମାରେ ଭାରତ-ଚୀନ ମଧ୍ୟରେ ଉତ୍ତେଜନା ଜାରି ରହିଛି । ଏହି କ୍ରମରେ ଏବେ ସୀମା ବିବାଦକୁ ନେଇ…