ସ୍ୱେଚ୍ଛାକୃତ ଅବସର ନେଲେ ଗୁପ୍ତେଶ୍ୱର ପାଣ୍ଡେ

0 72

ପାଟଣା: ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ ନିଜ ପଦରୁ ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ବା ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିଛନ୍ତି ଫ ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଇ ଗୁପ୍ତେଶ୍ୱର ପାଣ୍ଡେଙ୍କ ଆବେଦନକୁ ବିହାର ରାଜ୍ୟପାଳ ଗ୍ରହଣ କରିଛନ୍ତି । ଗୁପ୍ତେଶ୍ୱର ପାଣ୍ଡେ ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ପରେ ଡିଜି(ହୋମ୍ଗାର୍ଡ ଓ ଫାୟାର ସର୍ଭିସ୍) ଏସ୍କେ ସିଂଘଲଙ୍କୁ ବିହାର ପୋଲିସ୍ ମହାନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇ । ବିହାର ବିଧାନସଭା ର୍ନିବାଚନ ପୂର୍ବରୁ ଗୁପ୍ତେଶ୍ୱର ପାଣ୍ଡେ ସ୍ୱେଚ୍ଛାକୃତ ଅବସର ନେଇଛନ୍ତିୟ ତେଣୁ ସେ ର୍ନିବାଚନ ଲଢିବା ନେଇ ଚର୍ଚ୍ଚା ଜୋର ଧରିଛି । ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ତଦନ୍ତ ବେଳେ ଚର୍ଚ୍ଚାରେ ଥିଲେ ଗୁପ୍ତେଶ୍ୱର ପାଣ୍ଡେ ୟ ଏହି ମାମଲାରେ ତଦନ୍ତକୁ ନେଇ ସେ ମୁମ୍ବାଇ ପୋଲିସକୁ ସମାଲୋଚନା କରିଥିଲେ ।

Leave A Reply

Your email address will not be published.