ଶତ୍ରୁପକ୍ଷ ହେବେ ଚିତପଟାଙ୍ଗ୍

0 69

ଲେଜର ଗାଇଡ୍ ଆଣ୍ଟି ଟ୍ୟାଙ୍କ ଗାଇଡେଡ୍ ମିସାଇଲର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ : ଚାହୁଁ ଚାହୁଁ ଶତ୍ରୁପକ୍ଷ ହେବେ ଚିତ୍ପଟାଙ୍ଗ । ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ ଉପରେ ଟେନସନ ମଧ୍ୟରେ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ ଆଉ ଏକ ବଡ଼ ସଫଳତା ପାଇଛି । ଏମ୍ବିଟି ଅର୍ଜୁନ ଟ୍ୟାଙ୍କରୁ ଲେଜର-ଗାଇଡ୍ ଆଣ୍ଟି-ଟ୍ୟାଙ୍କ ଗାଇଡେଡ୍ ମିସାଇଲ ସଫଳତାର ସହିତ ପରୀକ୍ଷଣ କରାଯାଇଛି । ଏହି ସଫଳତା ଉପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ଅହମ୍ମଦନଗରର କେ.କେ ରେଞ୍ଜ (ଏସିସି ଆଣ୍ଡ ଏସ୍)ରେ ଏମବିଟି ଅର୍ଜୁନରୁ ଲେଜର ଗାଇଡ୍ ଆଣ୍ଟି ଟ୍ୟାଙ୍କ ଗାଇଡ୍ କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷା କରିଥିବାରୁ ଡିଆର୍ଡିଓକୁ ଅଭିନନ୍ଦନ । ନିକଟ ଭବିଷ୍ୟତରେ ଆମଦାନୀ ନିିର୍ଭରଶୀଳତା ହ୍ରାସ ଦିଗରେ କାର୍ଯ୍ୟ କରୁଥିବା ଡିଆର୍ଡିଓ ପାଇଁ ଭାରତ ଗର୍ବିତ ।

Leave A Reply

Your email address will not be published.