ଟ୍ରାକ ଟର ଦୁର୍ଘଟଣା ରେ ଜଣେ ମୁର୍ତ

0 95

ରାୟଗଡା : ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଜିଞ୍ଜିଲିବାଡି ନିକଟରେ ଟ୍ରାକଟର ଦୁର୍ଘଟଣା ଘଟି ଜଣେ ଶ୍ରମିକ ଙ୍କ ମୁତ୍ଯୁ ଘଟି ଥିବା ଜଣା ପଡିଛି ।ଶ୍ରମିକ ମାନଙ୍କୁ ନେଇ ଯାଉଥିବା ଟ୍ରାକ୍ଟର ନ (ଓଡ଼ି ୧୮ ବି୬୩୮୮) ଭାର ସାମ୍ୟ ହରାଇ ଓଲଟି ପଡିଥିବା ଫଳରେ ମୁନା ହୁଈକା(୨୫) ନାମକ ଶ୍ରମିକଙ୍କ ଘଟଣା ସ୍ଥଳରେ ମୁର୍ତ୍ତୃ ଘଟିଛି ।ଅନ୍ୟ ୪ଜଣ ଶ୍ରମିକ ଙ୍କ  ଆହତ ହୋଇ ରାୟଗଡ ମୂଖ୍ୟ ଚିକିତ୍ସାଲୟ ରେ ଚିକିତ୍ସିତ ହେଉଛନ୍ତି ।ମୁର୍ତ୍ତୃ ଶ୍ରମିକ ଙ୍କ ଶବକୁ ବ୍ୟବଛେଦ କରାଇ ପରିବାର କୁ ହସ୍ତାନ୍ତର କରା ଯାଇଛି ।

Leave A Reply

Your email address will not be published.