ହିମାଂଶି ଖୁରାନ୍ନା କରୋନା ସଂକ୍ରମିତ

0 85

ମୁମ୍ବାଇ : ଅଭିନେତ୍ରୀ ତଥା ଗାୟିକା ହିମାଂଶି ଖୁରାନ୍ନା କରୋନା ପଜିଟିଭ୍ ଥିବା ଜଣାପଡିଛି । ଅଭିନେତ୍ରୀ ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ଏହି ସମୟରେ ତାଙ୍କର କରୋନା ପଜିଟିଭ୍ ଆସିବା ଅତ୍ୟନ୍ତ ଚିନ୍ତାର ବିଷୟ । କାରଣ ନିକଟରେ ସେ ପଞ୍ଜାବର ·ଷୀଙ୍କ ସହ ପ୍ରଦର୍ଶନରେ ଭାଗ ନେଇଥିଲେ । ଭରତ ବୃନ୍ଦଙ୍କ ନେତୃତ୍ୱରେ ଏହି ପ୍ରଦର୍ଶନରେ ହିମାଂଶୀ ମଧ୍ୟ ସାମିଲ ହୋଇଥିଲେ । ହିମାଂଶୀ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏହି ପୋଷ୍ଟରେ ସେ କହୁଛନ୍ତି ଯେ ତାଙ୍କ କରୋନା ପରୀକ୍ଷା ସକରାତ୍ମକ ହୋଇଛି ।

Leave A Reply

Your email address will not be published.