ପୁଣି ରାଜଧାନୀରେ ବ୍ୟାଙ୍କ ଡକାୟତି

0 85

ଭୁବନେଶ୍ୱର, (ଡୁମାଣୀ ଖବର) : ରାଜଧାନୀ ଭୁବନେଶ୍ୱର ନିକଟସ୍ଥ ବରିମୁଣ୍ଡ ଗ୍ରାମରେ ଥିବା ବ୍ୟାଙ୍କ ଇଣ୍ଡିଆ ବ୍ୟାଙ୍କରେ ଅପରାହ୍ନ ପାଖାପାଖି ୨.୫ ସମୟରେ ଲୁଟ ହୋଇଥିବା ଜଣାପଡିଛି । ଲୁଟ କରିଥିବା ବ୍ୟକ୍ତି ବ୍ୟାଙ୍କ ଭିତରକୁ ପଶି ବନ୍ଦୁକ ଦେଖାଇ ବ୍ୟାଙ୍କ କର୍ମଚାରୀଙ୍କୁ ଭୟଭୀତ କରି ଆନୁମାନିକ ଆଠ ଲକ୍ଷ ଟଙ୍କା ଲୁଟି ନେଇଥିବା ଜଣାପଡିଛି । କମିଶନରେଟ ପୋଲିସ ଘଟଣା ସ୍ଥଳରେ ପହଁଚି ଅନୁସନ୍ଧାନ ଜାରି ରଖିଛି । ଗ୍ରାମବାସୀଙ୍କ ଏବଂ ବୁଦ୍ଧିଜୀବୀଙ୍କ ତରଫରୁ ଏହି ଅଞ୍ଚଳରେ ପୋଲିସ ପାଟ୍ରୋଲିଂ ପାଇଁ ଦାବି କରିଛନ୍ତି ।

Leave A Reply

Your email address will not be published.