ବିଜୟବର୍ଗୀୟ ସମେତ ଅନ୍ୟ ବିଜେପି ନେତାଙ୍କ ବିରୋଧରେ କେସ୍ ଦାୟର

କୋଲକାତା : କୋଲକାତା ପୋଲିସ ବିଜେପି ରାଷ୍ଟ୍ରୀୟ ମହାସଚିବ ବିଜୟବର୍ଗୀୟ ଗେହଲଟଙ୍କ ସମେତ କିଛି ଲୋକଙ୍କ ବିରୋଧରେ କେସ୍ ଦାୟର କରିଛି…

ଅକ୍ଟୋବରରେ କରୋନା ସ୍ଥିତି

ସଂକ୍ରମିତ କମିଛି, ସୁସ୍ଥତା ହାର ବଢ଼ିଛି ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଗତି ଧିରେ ଧିରେ ହ୍ରାସ ହେବା ପରିଲକ୍ଷିତ…

ରାମମନ୍ଦିର ନିର୍ମାଣକୁ ନେଇ ମନ୍ଦିର କାର୍ଯ୍ୟଶାଳା ଚଳଚଞ୍ଚଳ

ଅଯୋଧ୍ୟା : ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣକୁ ନେଇ ମନ୍ଦିର ନିର୍ମାଣ କାର୍ଯ୍ୟଶାଳା ଚଳଚଞ୍ଚଳ ହୋଇଉଠିଛି । ରାମ ଜନ୍ମଭୂମି ପରିସରରେ ପଥର…

ଟିଆରପି ସ୍କାମରେ ରିପବ୍ଲିକ ଟିଭି ନୁହେଁ ବରଂ ଇଣ୍ଡିଆ ଟୁଡେର ନାମ ରହିଛି

ମୁମ୍ବାଇ : ଫର୍ଜି ଟିଆରପିକୁ ନେଇ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହ ପ୍ରେସ୍ କନଫରେନ୍ସ କରି ରିପବ୍ଲିକ୍ ଟିଭିର ନାମ…

୨୦ ହଜାର ଟଙ୍କା ଲାଞ୍ଚ ନେଇ ସହକାରୀ ନିର୍ବାହୀ ଯନ୍ତ୍ରୀ ଭିଜିଲାନ୍ସ ଜାଲରେ

ନୂଆପଡା. ୯/୧୦; ଖରିଆର ରୋଡ ସ୍ଥିତ ଜାତୀୟ ରାଜପଥ ୩୫୩ ଉପଖଣ୍ଡ କାର୍ଯ୍ୟାଳୟର ସହକାରୀ ନିର୍ବାହୀ ଯନ୍ତ୍ରୀ ୨୦ ହଜାର ଟଙ୍କା…

ଜମିଜମା ବିବାଦକୁ ନେଇ ପୂଜାରୀଙ୍କୁ ଜାଳିଦେଲେ

ଜୟପୁର : ରାଜସ୍ଥାନର କରୋଲିଠାରେ ଜମିଜମା ବିବାଦକୁ ନେଇ ଜଣେ ପୂଜାରୀଙ୍କୁ ଜାଳି ପୋଡ଼ି ମାରିଦିଆଯାଇଛି । ପୂଜାରୀଙ୍କୁ ଜାଳିଦେବା ପରେ…

ରାମବିଳାସ ପାଶ୍ୱାନଙ୍କ ନିଧନ ପରେ ପୀୟୁଷ ଗୋୟଲଙ୍କୁ ଅତିରିକ୍ତ ଦାୟିତ୍ୱ

ନୂଆଦିଲ୍ଲୀ : ଗୁରୁବାର ସନ୍ଧ୍ୟାରେ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ୱାନ୍ଙ୍କ ନିଧନ ହୋଇଯାଇଛି । ଦେଶର ତମାମ ବଡ଼ ନେତାମାନେ ଶୁକ୍ରବାର ଦିନ…

ପୁଣି ଇତିହାସ ରଚିଲା ଡିଆରଡିଓ

ଆଣ୍ଟି ରେଡିଏସନ୍ ମିସାଇଲ୍ ରୁଦ୍ରମର ସଫଳ ପରୀକ୍ଷଣ ନୂଆଦିଲ୍ଲୀ : ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆର୍ଡିଓ) ପୁଣିଥରେ ଇତିହାସ…

ହାଥରସ୍ ଘଟଣାରେ ଗ୍ରାମବାସୀଙ୍କୁ ଏସ୍ଆଇଟିର ପଚରାଉଚୁରା ଜାରି

ସୁରକ୍ଷା ବଳୟରେ ପୂରା ଗ୍ରାମ ଲକ୍ଷେ୍ନø, ୯ ।୧୦ : ହାଥରସ୍ ଘଟଣାକୁ ନେଇ ଅନୁସନ୍ଧାନର ପରିସର କ୍ରମାଗତ ଭାବେ ବୃଦ୍ଧି…

ଚାଇବାସା ଟ୍ରେଜେରୀ ମାମଲାରେ ଜାମିନ ପାଇଲେ ଲାଲୁ

ପାଟନା : ବିହାର ନିର୍ବାଚନ ଏବେ ସରଗରମ ହୋଇଉଠିଥିବା ବେଳେ ରାଷ୍ଟ୍ରୀୟ ଜନତା ଦଳ (ଆର୍ଜେଡି) ପାଇଁ ଏକ ଆଶ୍ୱସ୍ତିକର ଖବର…