ବିଲରେ କାମ କରୁଥିବା ବେଳେ ବଜ୍ରପାତରେ ଦୁଇ ମୃତ୍ୟୁ, ୩ ଜଣ ଆହତ

0 80

ବାଙ୍କୀ : ବଜ୍ରାଘାତରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି । ବାଙ୍କୀ ଦୋଲଣାପୁର ଗାଁରେ ଘଟିଛି ଅଭାବନୀୟ ଘଟଣା । ଆହତମାନଙ୍କୁ ବାଙ୍କୀ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ଚାଷ ଜମିରେ କାମ କରୁଥିବା ବେଳେ ବଜ୍ରପାତ ହୋଇଥିଲା । ମୃତକ ହେଲେ ଲିପୁ ପରିଡା ଓ ଧାଡ଼ିଆ ସାହୁ ।

Leave A Reply

Your email address will not be published.